ଫୁଲବାଣୀ ପ୍ରେସ କ୍ଲବ ଠାରେ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଫୁଲବାଣୀ : ଆଜି ଫୁଲବାଣୀ ପ୍ରେସ କ୍ଲବ ଠାରେ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି l ଏହି ଅବସରରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ଙ୍କ ସମେତ ସମ୍ପାଦକ ପ୍ରଶାନ୍ତ ବେହେରା, ଉପସଭାପତି ସତ୍ୟନାରାୟଣ ବେହେରା,ସହ ସମ୍ପାଦକ ରମେଶ ପ୍ରଧାନ, ବରିଷ୍ଠ ସାମ୍ବାଦିକ ସନ୍ତୋଷ ଡିଗାଲ, ରାଧାମୋହନ ମହାପାତ୍ର, ଶିବ ନାୟକ, ବଟ କୃଷ୍ଣ ପ୍ରଧାନ, ହୁରଞ୍ଜନ ସେଠି, ପ୍ରମୁଖ ଯୋଗ ଦେଇ ପୁଷ୍ପ ମାଲ୍ୟାର୍ପଣ ପ୍ରଦାନ କରିବା ସହ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ନୀତି ଓ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ମତ ବ୍ୟକ୍ତ କରିଥିଲେ l

Leave A Reply

Your email address will not be published.