ଜୁଆ ଆଡ୍ଡା ଉପରେ ଅତର୍କିତ ଚଢାଉ

ରାୟଗଡ଼ା , ଅକ୍ଟୋବର ୨ : ରାଜ୍ୟରେ ଦିନକୁ ଦିନ ନିଶା କାରବାର ବଢିଚାଲୁଥିବା ବେଳେ ଏହାର ସକ୍ରିୟତାକୁ କମାଇବା ପାଇଁ ପୋଲିସ୍ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି । ଏହାରି ଭିତରେ ରାୟଗଡ଼ା ଜିଲା ଗୁଣପୁର ପୋଲିସ ପକ୍ଷରୁ ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଅତର୍କୀତ ଚଢାଉ । ଫଳରେ ଚଢାଉ ସମୟରେ ପୋଲିସ୍ ୧୨ଟି ଦାମି କାର୍ , ଗୋଟିଏ ଅଟୋ ରିକ୍ସା , ୧୯ ଟି ମୋବାଇଲ୍ ଫୋନ, ତାସ କାଟା ଜବତ କରିଛି |

gpkandhamal

ସୁଚନା ଅନୁସାରେ ଗୁଣୁପୁର ସହର ରେଗେଡା ଗ୍ରାମ ନିକଟ ଏକ କାଜୁ ଜଂଙ୍ଗଲରେ ଜୁଆଡିମାନେ ଜୁଆ ଖେଳୁଥିବା ବେଳେ ପୋଲିସ୍ ଖବର ପାଇ ଚଢାଉ କରିଥିଲା ।

Umasankar Adv

 ଜୁଆଡି ଖେଳରେ ବ୍ୟବହୃତ କରୁଥିବା ରୟେଲ୍ସ କଏନ ଓ ୨ ଲକ୍ଷ ୨୫ ହଜାର ୯୯୦ ଟଙ୍କା ଜବତ କରିବା ସହ ୧୫ ଜଣ ଜୁଆଡିକୁ ଗିରଫ କରିଛନ୍ତି କ୍ଷ ସମସ୍ତ ଜୁଆଡି ଆନ୍ଧ୍ରର ଶ୍ରିକାକୁଲମ ଜିଲ୍ଲା ଓ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳର କ୍ଷ ଜୁଆଡି ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି |

Leave A Reply

Your email address will not be published.