ସତ୍ୟବାଦୀ ବ୍ଲକରେ ବିଜେପିର ମିଶ୍ରଣ ପର୍ବ

ସତ୍ୟବାଦୀ : ସତ୍ୟବାଦୀ ବ୍ଳକ ବଳପୁରୁ ଗ୍ରାମପଞ୍ଚାୟତ ରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଜନକଲ୍ୟାଣକାରୀ ଯୋଜନା ଓ ଆଦରଣୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ J.P.Nadda ଜୀଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବିଜେଡି ଓ କଂଗ୍ରେସ ଦଳ ପରିତ୍ୟାଗ କରି ଶତାଧିକ କର୍ମୀ ଛାମୁଆ ନେତା ସତ୍ୟବାଦୀ ବିଜେପି ବିଧାୟକ ପାର୍ଥି ଓ଼ମ ପ୍ରକାଶ ମିଶ୍ର ଙ୍କ ନେତୃତ୍ୱ କୁ ବିଶ୍ୱାସ କରି ବିଜେପି ଦଳରେ ସାମିଲ ହୋଇଥିବା ସମସ୍ତଙ୍କୁ ଅଭିନନ୍ଦନ।

ଏହି ମିଶ୍ରଣ ପର୍ବ ଦ୍ଵାରା କାର୍ଯ୍ୟକାର୍ତ୍ତା ଉତ୍ସାହ ଓ ପରିଶ୍ରମରେ ଦଳକୁ ତୃଣମୂଳ ସ୍ତରରେ ସୁଦୃଢ ଓ ଶକ୍ତିଶାଳୀ କରିବା ସହ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିପୁଳ ମାତ୍ରାରେ ବିଜୟ ହାସଲ କରିବ।

Umasankar Adv
Leave A Reply

Your email address will not be published.