ପୁଣି ଏସଟିଏଫ୍ ପଞ୍ଝାରେ ବାଘ ଛାଲ ବ୍ୟବସାୟୀ

ଭୁବନେଶ୍ୱର ,ନଭେମ୍ବର ୦୨ : ରାଜ୍ୟରେ ଦିନକୁ ଦିନ ପଶୁ ଶୀିକାର ବୃଦ୍ଧି ପାଉଥିବା ବେଳେ ବନ ଅଧିକାରୀଙ୍କ ଏଥିପ୍ରତି କୌଣସି ନିଝା ନାହିଁ । ଯାହାଫଳରେ ପ୍ରତିଥର ଏପରି ଖବର ସାମ୍ନାକୁ ଆସୁଛି । ତେବେ ପୁଣି ଏସଟିଏଫ୍ ପଞ୍ଝାରେ ପଡ଼ିଛନ୍ତି ବାଘ ଛାଲ ବ୍ୟବସାୟୀ । ଏସଟିଏଫ୍ ଟିମ୍ ଡିଲ୍‌ ଚାଲିଥିବା ବେଳେ ୨ ବେପାରୀଙ୍କୁ ମାଡି ବସିଛି । ୨ ଅଭିଯୁକ୍ତ ହେଲେ ଚନ୍ଦ୍ରକାନ୍ତ କୁରୁଜୀ, ଅଜିତ ଗିରି। ସେମାନଙ୍କ ନିକଟରୁ ଗୋଟିଏ କଲରାପତରିଆ ବାଘ ଛାଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

gpkandhamal

ରାଇରଙ୍ଗପୁର ଫରେଷ୍ଟ ଡିଭିଜନ ଅଞ୍ଚଳରେ ଏସଟିଏଫ୍ ର ଚଢାଉ ହୋଇଛି । ପୁର୍ବରୁ ମଧ୍ୟ ଏହି ଅଭିଯୁକ୍ତଙ୍କ ନାଁରେ ଥାନାରେ ଅଭିଯୋଗ ରହିଛି ତେଣୁ ଏମାନଙ୍କୁ ଧରିବାକୁ ପୋଲିସ୍ ଅନେକ ଦିନରୁ ଯୋଜନା ଚଲାଇଥିଲା । 

Umasankar Adv
Leave A Reply

Your email address will not be published.