OCAC ସିଇଓଙ୍କ ହ୍ୱାଟ୍‌ସଆପ୍ ହ୍ୟାକ୍ ଘଟଣା, ଦିଲ୍ଲୀରୁ ଗିରଫ ହେଲା ସାଇବର ଠକ

ଭୁବନେଶ୍ୱର, ନଭେମ୍ବର ୧୭ : OCAC ସିଇଓଙ୍କ ହ୍ୱାଟ୍‌ସଆପ୍ ହ୍ୟାକ୍ ଘଟଣା । ହ୍ୟାକ କରି ୭ ଲକ୍ଷ ଟଙ୍କା ଠକେଇ ମାମଲାରେ ନାଇଜେରିଆ ଲିଙ୍କ ନେଇ ସ୍ପଷ୍ଟ ଭାବେ ସୂଚନା ମିଳିଛି । ଦିଲ୍ଲୀ ପୋଲିସ ଦ୍ୱାରା ଜଣେ ନାଇଜେରୀୟ ଯୁଙ୍କୁ ଗିରଫ କରାଯାଇଛି । ଯାହକି ଘଟଣାର ଖୁଲାସା କରାଯାଇଛି ।  ତେବେ ଚିମେଲିଅନ ଇମାନ ଉଏଲ ଅନୀ ବେତାଳୁ ନାମକ ଅନଲାଇନ ଠକକୁ ଦିଲ୍ଲୀ ପୋଲିସ ଗିରଫ କରିଛି । ତାର ଅନ୍ୟ ଜଣେ ସହଯୋଗୀର ଲିଙ୍କ ହ୍ୟାକିଂରେ ସମ୍ପୃକ୍ତ ରହିଛି ।  ଭୁବନେଶ୍ୱର ଙଉଇଉ ସିଇଓଙ୍କ ହ୍ୱାଟ୍‌ସଆପ୍ ଲିଙ୍କ୍ ହ୍ୟାକ୍ ମାମଲାରେ ନାଇଜେରୀୟ ଗ୍ୟାଙ୍ଗର ଲିଙ୍କ୍ ସାମ୍ନାକୁ ଆସିଛି । ଏହାସହିତ ବେଙ୍ଗାଲୁରୁ ଲିଙ୍କ୍ ରହିଥିବା କ୍ରାଇମବ୍ରାଞ୍ଚ  ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । 

Leave A Reply

Your email address will not be published.