ଅବସର ପରେ ବି ଲାଞ୍ଚ ନେବା ଛାଡୁନାହାନ୍ତି ସରକାରୀ ବାବୁ

ଭୁବନେଶ୍ୱର, ନଭେମ୍ବର ୨୦(ଖବର ଓଡ଼ିଶା): କେବଳ ଚାକିରୀ ସମୟରେ ନୁହେଁ ଅବସର ପରେ ବି ଲାଞ୍ଚ ନେବା ଛାଡୁ ନାହାନ୍ତି ସରକାରୀ ବାବୁ । ଅବସର ପରେ ବି କାମ କରାଇଦେବାକୁ କହି ଲାଞ୍ଚ ନେଉଛନ୍ତି ପୂର୍ବତନ ସରକାରୀ ଅଧିକାରୀ।

gpkandhamal

ତେବେ ଉଠା ଜଳସେଚନ ନିଗମ ଏମଡି ଅଫିସ୍ ର ପୂର୍ବତନ ସିନିଅର ଟାଇପିଷ୍ଟ ଅମୃତ ସାହୁ କୌଣସି କାମ କରାଇଦେବାକୁ କହି ଜଣଙ୍କ ଠାରୁ ୩ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧରା ପଡିଛନ୍ତି ।

Umasankar Adv

ଇପିଏଫ୍ ସମ୍ପର୍କିତ କାମ ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ଅମୃତ ସାହୁ ।

Leave A Reply

Your email address will not be published.