ବିବାହ ବନ୍ଧନରେ ବାନ୍ଧି ହେଲେ ଯୁବ ଭାରତୀୟ କ୍ରିକେଟର

ନୁଆଦିଲ୍ଲୀ, ନଭେମ୍ବର ୨୨ : ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ପୁର୍ବତ୍ତନ ଭଅରତୀୟ କ୍ରିକେଟର ଉନ୍ମୁକ ଚାନ୍ଦ । ସେ ସିମ୍ରାନ୍ ଖୋସଲାଙ୍କୁ ବିବାହ କରିଛନ୍ତି। ବୃତ୍ତି ଅନୁଯାୟୀ ସିମରନ୍ ଖୋସଲା ଜଣେ ଫିଟନେସ୍ ଏବଂ ନିଉଟ୍ରେସନ୍ କୋଚ୍ । ଏହି ବିବାହ ସମାରୋହରେ ତାଙ୍କର ସମ୍ପର୍କୀୟ ଏବଂ ଅନେକ ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ । ସିମରନ୍ ଖୋସଲା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିବାହର କିଛି ଚିତ୍ର ଏବଂ ଭିଡିଓ ସେୟାର କରିଛନ୍ତି। ସେ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ ଆଜି ଆମେ ସବୁଦିନ ପାଇଁ ଏକ ହେବାକୁ ସ୍ଥିର କରିଛୁ ।

Leave A Reply

Your email address will not be published.