ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘ ଧାରଣା

ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘ ତରଫରୁ ମ୍ୟାନଜେମେନ୍ତ କୁ ୫ଦଫା ଦାବି ପୂରଣ ପାଇଁ ଅନୁରୋଧ କରାଯାଇଥିଲା। କିନ୍ତୁ ଦାବୀ ପୂରଣ ନ କରି ଆଲୋଚନା ମଧ୍ୟ କଲେ ନାହିଁ। ଏବଂ ଆକ୍ରୋଶ ମୂଳକ ଭାବରେ ୧୦୦ ଜଣକୁ ବଦଳି କଲେ। ତେଣୁ ବର୍ତ୍ତମାନ ୨୩ ଦଫା ଦାବୀ ନେ଼ଇ ତା ୩୦.୧୧.୨୦୨୧ ରିଖ ଠାରୁ ତା ୪.୧୨.୨୦୨୧ ରିଖ ପର୍ଯ୍ୟନ୍ତ ଅଂଚଳିକ କାର୍ଯ୍ୟାଳୟ ସମ୍ମୁଖରେ ଫୁଲବାଣୀ ର ସମସ୍ତ କର୍ମଚାରୀ ସଂଘ ତରଫରୁ ଧାରଣା ଦିଆଯାଇଛି। ଏହି ଧାରଣାରେ ସଂଘର ଉପସଭାପତି ଶ୍ରୀ ବେଣୁଧର ସେଠୀ , ସହସଂପଦକ ବିବେକ ଅଭିଷେକ ରାଜୁ , ପଙ୍କଜ ଲୋଚନ ସ୍ୱାଇଁ ଆଦି ଉପସ୍ଥିତ ଅଛନ୍ତି।

Leave A Reply

Your email address will not be published.