କଳିଙ୍ଗା ଘାଟିରେ ଓଲଟିଲା ବସ

ଫୁଲବାଣୀ : ଗୁରୁବାର ରାତି ଆଠଟା ରେ ଏକ ପିକନିକ ବସ କଳିଙ୍ଗା ଘାଟି ର ଅଂଧାରିକୋଟ ବୁଲାଣି ରେ ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଏଥିରେ ବସିଥିବା କୋଡିଏ ରୁ ଉର୍ଦ୍ଧ ଯାତ୍ରୀ ଆହାତ ହୋଇଛନ୍ତି l ଆହାତ ମାନଙ୍କୁ ପୋଲିସ ଓ ଅଗ୍ନିସମ ବିଭାଗ କର୍ମଚାରୀ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜି. ଉଦୟଗିରି ଡାକ୍ତର ଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି l ଆହାତ ମାନଙ୍କ ମଧ୍ୟରୁ ଅନେକ ଗୁରୁତର ଥିବା ଜଣାପଡିଛି lବସଟି ପଶ୍ଚିମ ବଙ୍ଗ ପର୍ଯ୍ୟଟକ ଙ୍କୁ ନେଇ କନ୍ଧମାଳ ଜ଼ିଲ୍ଲାର ଦାରିଂବାଡ଼ି ଆସି ବୁଲାବୁଲି କରି ଫେରିବା ବେଳେ କଳିଙ୍ଗା ଘାଟି ରେ ଦୁର୍ଘଟଣା ଘଟିଥିଲା lତେବେ କେହି ମୃତାହତ ହୋଇଥିବା ଏଯାଏଁ ଜଣା ପଡ଼ିନାହିଁ l

Leave A Reply

Your email address will not be published.