ଟ୍ରେନ୍‌ ଧକ୍କାରେ ୩ ହରିଣ ମୃତ

ଜଗତସିଂହପୁର ୧୪।୦୩ : ଟ୍ରେନ ଧକ୍କାରେ ୩ ହରିଣ ମୃତ୍ୟୁ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଗୋପାଳପୁର ଛକ ପୋଲିଆ ନିକଟରେ ଏହି  ଦୁର୍ଘଟଣା ଘଟିଛି । ନିକଟରେ ଥିବା ଧଳତଙ୍ଗ ଗଡ଼ ଜଙ୍ଗଲରୁ ପଦାକୁ ଆସି ଟ୍ରେନ ଲାଇନ ପାରି ହେଉଥିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା  ମିଳିଛି । ମୃତ ହରିଣ ଗୁଡିକୁ ଜବତ କରିଛି ବନ ବିଭାଗ ।

Leave A Reply

Your email address will not be published.