କ୍ରାଇମବ୍ରାଞ୍ଚ ରିମାଣ୍ଡର ଦ୍ୱିତୀୟ ଦିନ, ଶର୍ମିଷ୍ଠା ଓ ନିରଞ୍ଜନଙ୍କ ସହ ୪ ଅଭିଯୁକ୍ତଙ୍କୁ ଘନ ଘନ ଜେରା

କଟକ ୩୦/୦୩ : ମାନସ ସ୍ୱାଇଁ ହତ୍ୟା ମାମଲା । ଦ୍ୱିତୀୟ ଦିନ ରିମାଣ୍ଡରେ ଶର୍ମିଷ୍ଠାଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା । ଦ୍ୱିତୀୟ ଦିନରେ ଜେରାରେ ମୋମେରି ଚିପ୍ ଏବଂ ଘଟଣାରେ ଅନ୍ୟ କେଉଁ ବଡ ବଡିଆ ସାମିଲ ହୋଇଛନ୍ତି ସେନେଇ ପଚରାଉଚରା କରାଯିବ । ତେବେ ସିନ୍ ରିକ୍ରିଏସନ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ନଥିବା କ୍ରାଇମବ୍ରଞ୍ଚ ସୂତ୍ରରୁ ଜଣାପଡିଛି । ଶର୍ମିଷ୍ଠାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ୩ ସହଯୋଗୀଙ୍କୁ କ୍ରାଇମବ୍ରାଞ୍ଚ ଜେରା କରୁଛି । ଗତକାଲି କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟକୁ ଏମାନଙ୍କୁ ଅଣାଯିବା ପରେ ଘନ ଘନ ଜେରା ଚାଲିଛି ।

Leave A Reply

Your email address will not be published.