ତାତିରୁ ରକ୍ଷା ପାଇବା ପାଇଁ କାଦୁଅରେ ଖେଳୁଛନ୍ତି ହାତୀ

ଢେଙ୍କାନାଳ : କାଦୁଅରେ ଖେଳୁଛନ୍ତି ହାତୀ । ପ୍ରଚଣ୍ଡ ତାତିରୁ ରକ୍ଷା ପାଇବା ପାଇଁ କାଦୁଅରେ ଖେଳୁଛନ୍ତି ହାତୀ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜର ଘଞ୍ଚ ଜଙ୍ଗଲରେ ହାତୀ କାଦୁଅରେ ଖେଳୁଥିବାର ଭିଡ଼ିଓ ବନବିଭାଗ ରେକର୍ଡ କରିଛି । ଦିନରେ ପ୍ରବଳ ଖରାରୁ ରକ୍ଷା ପାଇବା ପାଇଁ ଏଭଳି କରୁଛନ୍ତି ହାତୀ। କିଛି ସମୟ କାଦୁଅରେ ଖେଳିବା ପରେ ପୁଣି ଜଙ୍ଗଲକୁ ଚାଲିଯାଇଥିଲେ ।

Leave A Reply

Your email address will not be published.