ଆଜିଠୁ ସପ୍ତାହେ ପର୍ଯ୍ୟନ୍ତ ଖୋଲା ଆକାଶରେ ଖୋଲା ଆଖିରେ ଦେଖାଯିବ ଉଲକା ଖଣ୍ଡ

ଭୁବନେଶ୍ବର : ଆଜିଠୁ ସପ୍ତାହେ ପର୍ଯ୍ୟନ୍ତ ଖୋଲା ଆକାଶରେ ଖୋଲା ଆଖିରେ ଦେଖାଯିବ ଉଲକା ଖଣ୍ଡ । ସୌର ଜଗତରେ ଅନେକ ପଥର ଖଣ୍ଡ ରହିଛି । ସେଗୁଡିକ ବେଳେବେଳେ ବାୟୁମଣ୍ଡଳ ଆଡକୁ ଗତି କଲା ବେଳେ ଜଳିଯାଏ । ଏହାକୁ ଉଲକା କୁହାଯାଏ । ଏହା ରାତିରେ ଖୋଲା ଆକାଶରେ ଦେଖିଯାଇଥାଏ । ବର୍ଷର କିଛି ନିଦ୍ଧିିଷ୍ଟ ତାରିଖରେ ଉଲକାର ସଂଖ୍ୟା ବଢିଯାଇଥାଏ । ଆଜି ଓ ଆସନ୍ତାକାଲି ୨୦ରୁ ୩୦ଟି ଉଲକା ଖଣ୍ଡ ଦେଖିବାକୁ ମିଳିବ ।

Leave A Reply

Your email address will not be published.