‘ସମ୍ରାଟ ପୃଥ୍ୱୀରାଜ’ ରିଲିଜ ପୂର୍ବରୁ ବାରାଣାସୀରେ ପହଞ୍ଚିଲେ ଆକ୍ସନ ଷ୍ଟାର, ଗଙ୍ଗା ଘାଟରେ ଆଳତୀ ସହ ପକାଇଲେ ବୁଡ଼

ମୁମ୍ୱାଇ ୩୧/୦୫: ବଲିଉଡର ଆକ୍ସନ ଷ୍ଟାର ଅକ୍ଷୟ କୁମାର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ସମ୍ରାଟ ପୃଥ୍ୱୀରାଜ’ର ପ୍ରମୋସନରେ ମାତିଛନ୍ତି । ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଅକ୍ଷୟ ତାଙ୍କ ସହ-ଅଭିନେତା ମାନୁଶି ଚିଲାର ଏବଂ ପୁରା ଟିମ୍ ବିଭିନ୍ନ ସହର ପରିଦର୍ଶନ କରି ଏକ ବିଶେଷ ଢଙ୍ଗରେ ଫିଲ୍ମର ପ୍ରମୋସନ କରୁଛନ୍ତି । ବର୍ତ୍ତମାନ ଖିଲାଡି କୁମାର ବାରାଣାସୀରେ ପହଞ୍ଚି ତାଙ୍କ ଚଳଚ୍ଚିତ୍ରର ସଫଳତା ପାଇଁ ଗଙ୍ଗାଙ୍କୁ ପୂଜା କରିଥିଲେ ।

Leave A Reply

Your email address will not be published.