ମାତିଲେ ଲୁଟେରା, ଭଗବାନଙ୍କୁ ଛାଡିଲେନି: ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା

ଜଗତସିଂହପୁର ୨୨/୦୬ : ମାତିଲେ ଲୁଟେରା । ବିଳମ୍ୱିତ ରାତିରେ ଗୋରେଖନାଥ ମନ୍ଦିରରୁ ଚୋରି କଲେ ଦୁର୍ବୃତ୍ତ । ହୁଣ୍ଡି ଭାଙ୍ଗି ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ହୁଣ୍ଡି ଭାଙ୍ଗି ନେଇଥିବା ଅଭିଯୋଗ । ହୁଣ୍ଡିରେ ପ୍ରାୟ ୪ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଥିବା ଜଣାପଡିଛି । ସେପଟେ ଖବର ଜଣାପଡିବା ପରେ ତିର୍ତ୍ତୋଲ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

Leave A Reply

Your email address will not be published.