ଆରପିଏଫ୍ ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ, ସ୍ୱଚ୍ଛତା ବାର୍ତ୍ତା ବାଣ୍ଟିଲେ ସଫେଇ କର୍ମଚାରୀ

କଣ୍ଟାବାଞ୍ଜି ୧୫/୦୭: କଣ୍ଟାବାଞ୍ଜି ଆରପିଏଫ ପକ୍ଷରୁ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ କରାଯାଇଛି । ଆଜାଦି କା ଅମୃତ ମହୋତ୍ସବ ଅବସରରେ ଏହି କାର୍ଯ୍ୟକ୍ରମ କରାଯାଇଛି । କଣ୍ଟାବାଞ୍ଜି ଆରପିଏଫ ଅଧିକାରୀଙ୍କ ନେତୃତ୍ୱରେ ଅନ୍ୟ ଆରପିଏଫ କର୍ମଚାରୀ ମାନେ ଷ୍ଟେସନ ପରିସର ସଫେଇ କରି ସ୍ୱଚ୍ଛତାର ବାର୍ତ୍ତା ଦେଇଥିଲେ ।

Leave A Reply

Your email address will not be published.