ଖେଳ ଦେଖିବାକୁ ଆସିଥିଲେ ଉର୍ବଶୀ, ପଡିଆରେ ନଥିଲେ ପନ୍ଥ

ମୁମ୍ଵାଇ ୨୯।୦୮: ବଲିଉଡ୍‌ର ସୁନ୍ଦରୀ ତଥା ଷ୍ଟାଇଲିସ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା । ଇଣ୍ଡଷ୍ଟ୍ରୀରେ ତାଙ୍କ ବୋଲ୍ଡନେସ୍‌ କୁ ନେଇ ସବୁବେଳେ ଚର୍ଚ୍ଚା । ଉର୍ବଶୀ ତାଙ୍କ ସୌନ୍ଦର୍ଯ୍ୟ ଏବଂ ଗ୍ଲାମରରେ ସମସ୍ତଙ୍କୁ ଦିୱାନା କରନ୍ତି। ତାଙ୍କ ଡ୍ରେସ୍‌ ତାଙ୍କ ଷ୍ଟାଇଲ୍‌କୁ ନେଇ ସବୁ ବେଳେ ସେ ଆଗରେ ରୁହନ୍ତି । । ଏଭଳି ପରିସ୍ଥିତିରେ ଉର୍ବଶୀ ପୁଣି ଥରେ ଟ୍ରୋଲର୍ସଙ୍କ ଟାର୍ଗେଟରେ ଆସିଛନ୍ତି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଟି -୨୦ ମ୍ୟାଚ୍ ଦେଖିବା ପାଇଁ ଉର୍ବଶୀ ଦୁବାଇ ଯାଇଥିଲେ। ଷ୍ଟାଡିୟମରେ ତାଙ୍କୁ ଦେଖିବା ମାତ୍ରେ ଟ୍ୱିଟରରେ ଉତ୍ତେଜନା ଦେଖାଦେଇଥିଲା।

Leave A Reply

Your email address will not be published.