ଓଡିଶା ସରକାରୀ ଚୁକ୍ତି ଭିତିକ କର୍ମଚାରୀ କନ୍ଧମାଳ ଶାଖାର ସାମ୍ବାଦିକ ସମ୍ମିଳନୀ

କନ୍ଧମାଳ : ଓଡିଶା ସରକାରୀ କ୍ଷେତ୍ରରେ ୬ ବର୍ଷୀୟ ଚୁକ୍ତିଭିତିକ କର୍ମଚାରୀ ତଥା ସରକାରୀ ପ୍ରାରମ୍ଭିକ ନିଯୁକ୍ତି କର୍ମଚାରୀ ମାନଙ୍କ ଓଡିଶା ଚୁକ୍ତି ଭିତିକ ନିଯୁକ୍ତି ନିୟମ ୨୦୧୩ର ସମ୍ପୂର୍ଣ୍ଣ ଉଛେଦ ସହ ୬ ଦଫା ଦାବି ଓ “ସେପ୍ଟେମ୍ବର ୧୧ ଭୁବନେଶ୍ଵର ଚାଲୋ’ ସମ୍ପର୍କରେ, ସରକାରୀ ଚୁକ୍ତିଭିତିକ କର୍ମଚାରୀ ଓଡିଶା ମହାସଙ୍ଗ ନିର୍ଦ୍ଦେଶ କ୍ରମେ ଫୁଲବାଣୀ ଶାଖା ତରଫରୁ ଆସନ୍ତା କାଲି ଦିନ ଅପରାହ୍ନ ୧.୦୦ ଘଟିକା ସମୟରେ ସ୍ଥାନୀୟ S.M. Women’s College, ଫୁଲବାଣୀ ପ୍ରାଙ୍ଗଣରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଇଛି । ଏ ନେଇ ସରକାର ଦାବି ପୁରାଣ ନ କଲେ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ମଧ୍ୟ ଦିଆ ଯାଇଛି

Leave A Reply

Your email address will not be published.