କନ୍ଧମାଳ ଜିଲ୍ଲା ବିଜୁ ମହିଳା ଜନତା ଦଳ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବିଜୁ ମହିଳା ଜନତା ଦଳ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ବିଜେଡ଼ି ଜିଲ୍ଲା ସହ ପ୍ରଭାରି କିଶୋର ମେହେର ଯୋଗଦେଇ ଚାରା ରୋପଣ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ତେବେ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ସହ ଜିଲ୍ଲା ମହିଳା ବିଜୁ ଜନତା ଦଳ ସଭାପତି ପୁନମ କହ୍ନର ସଭାପତି ସରୋଜ କର୍ଣ୍ଣ , ଜିଲା ପରିଷଦର ସଭାପତି ନନ୍ଦିନୀ ମାଲିକ ଉପସଭାପତି ସାଧବାଣୀ ନାୟକ କହ୍ନର, ଯୁବ ସଭାପତି ଜିଲା ବିଷ୍ନୁ ମଲିକ ଜିଲାପରିଷଦ ସଭ୍ୟl ନମିତା ମାଲିକ ଯୁବ ଟାଉନ୍ ସଭାପତି ପାର୍ଥ ସାରଥି ଓ ଟାଉନ୍ ବିଜୁ ଛାତ୍ର ଜନତା ଦଳ ସଭାପତି ବ୍ଲକ ସଭାପତି ମାନେ ଉପସ୍ଥିତ ଥିଲେ । ବୃକ୍ଷ ଗୋଟିଏ ଜୀବନ ଗୋଟିଏ ନାରା ଦେଇ ସମସ୍ତେ ବୃକ୍ଷ ରୋପଣ କରିବା ସହ ଜିଲ୍ଲାର ସମସ୍ତଙ୍କୁ ଅନୁନ୍ୟ ଗୋଟିଏ ଲେଖାଏଁ ଗଛ ଲଗାଇବା ପାଇଁ ଅତିଥି ମାନେ ମତ ପ୍ରକାଶ ଦେଇ ଥିଲେ ।

Leave A Reply

Your email address will not be published.