CMC ବୈଠକରେ ହୋହଲ୍ଲା, ଗୃହ ମଝିରେ କଳା ପତାକା ଦେଖାଇ ଧାରଣା

କଟକ ୧୩/୦୯: କଟକ ମହାନଗର କାଉନସିଲ ବୈଠକରେ ହୋହଲ୍ଲା । କାଉନସିଲ କାର୍ଯ୍ୟ ଚାଲୁଥିବା ବେଳେ ଗୃହ ମଝିରେ କଳା ପତାକା ଦେଖାଇ ଧାରଣାରେ ବସିଲେ ବିଜେପି କର୍ପୋରେଟର । ମୌଳିକ ସମସ୍ୟା ପ୍ରତି ଅବହେଳା ନେଇ ବିଜେପିର ବିରୋଧ । ଧାରଣରୁ ଉଠିଯିବାକୁ ମେୟର କଲେ ନିବେଦନ । ଦଶହରା ପୂର୍ବରୁ ବସିଛି ଗୁରୁତ୍ବପୂର୍ଣ୍ଣ ସିଏମସି କାଉନସିଲ ।

Leave A Reply

Your email address will not be published.