ମିଳୁନି ବେଡ୍, ତଳେ ଶୋଇଛନ୍ତି ଡେଙ୍ଗୁ ରୋଗୀ

ଭୁବନେଶ୍ୱର ୨୨।୦୯: ରୋଗୀଙ୍କୁ ମିଳୁନି ବେଡ୍ । ତଳେ ଶୋଇଛନ୍ତି ଡେଙ୍ଗୁ ରୋଗୀ । ବ୍ୟାଙ୍କରେ ପ୍ଲେଟଲେଟ୍ ମଧ୍ୟ ମିଳୁନଥିବା ଅଭିଯୋଗ ହୋଇଛି । ଏମିତି ସ୍ଥିତି ଦେଖିବାକୁ ମିଳିିଛି ଭୁବନେଶ୍ବର କ୍ୟାପିଟାଲ୍ ହସପିଟାଲ୍‌ରେ । ଅପରିଷ୍କାର ପରିବେଶ ସାଙ୍ଗକୁ ପାଦ ଚଲା ବାଟରେ ପଡ଼ି ରହିଛନ୍ତି ରୋଗୀ । ସେପଟେ ନିର୍ଦ୍ଦେଶକଙ୍କ କହିବା କଥା ୧୫ ବେଡ୍ ଉପଲବ୍ଧ ଥିବା ବେଳେ ୪୫ ରୋଗୀ ଆଡମିଟ ହୋଇଛନ୍ତି । ବେଡ୍ ସଂଖ୍ୟା ବୃଦ୍ଧି ପାଇଁ ଲାଗି ବ୍ୟବସ୍ଥା କରାଯାଉଛି ।

Leave A Reply

Your email address will not be published.