ଜିଏସଟି ବିଭାଗକୁ ଜୋରିମାନା ଦେବାପରେ ମୁକୁଳିଲା ଜବତ ସୁନା

କଟକ ୧୩/୧୦ : ଗଞ୍ଜେଇ ଧରପଗଡ଼ ବେଳେ ରୂପା ଇଟା ଓ ଅଳଙ୍କାର ଜବତ ଘଟଣା। ୧୦ ଲକ୍ଷ ଟଙ୍କାର ଜୋରିମାନା ଦିଆଯିବା ପରେ ୫୦ ଲକ୍ଷ ଟଙ୍କାର ରୂପା ମୁକୁଳିଛି। ଅଭିଯୁକ୍ତ ଜିଏସଟି ବିଭାଗରେ ଜରିମାନା ପୈଠ କରିଛନ୍ତି ଅଭିଯୁକ୍ତ। ଟାଙ୍ଗୀ ଟୋଲ ଗେଟ ପାଖରେ ଅବକାରୀ ବିଭାଗର ଧରପଗଡ଼ ବେଳେ ଏକ କ୍ଵିଣ୍ଟାଲ ଓଜନର ରୂପା ଇଟା ଓ ଅଳଙ୍କାର ଜବତ ହୋଇଥିଲା।। ଆସ୍କାରୁ ଖଡ଼ଗପୁରକୁ ଏହା ରୂପା ଇଟା ଓ ଅଳଙ୍କାର ଚାଲାଣ ହେଉଥିଲା ବୋଲି କୁହାଯାଇଛି।

Leave A Reply

Your email address will not be published.