ଜିଲ୍ଲାପାଳ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ

କନ୍ଧମାଳ : କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ବର ପାଟିଲ ବାଲିଗୁଡ଼ା ଅଚାନକ ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟାଳୟ ତଦାରଖ କରିଛନ୍ତି ଏବଂ ପାଟଖଣ୍ଡା ଉଚ୍ଚ ବିଦ୍ୟାଳୟ ନୂଆସାହି ରେ । ଚାଲିଥିବା ସ୍ମାର୍ଟ ସ୍କୁଲ କାର୍ଯ୍ୟର ତଦାରଖ କରିଛନ୍ତି । ସ୍କୁଲ ଜାଗା ଅକ୍ତିଆର କରିଥୁବା ଲୋକମାନଙ୍କୁ ତୁରନ୍ତ ଉଛେଦ ନିମନ୍ତେ କାର୍ଯ୍ୟ ନିର୍ବାହୀ ଅଧୁକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ଏହାପରେ ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ସେଠାରେ ରୋଗୀ ଙ୍କ ସମସ୍ୟା ବୁଝିବା ପରେ ବାଲିଗୁଡ଼ା କ୍ସକ କାର୍ଯ୍ୟାଳୟକୁ ଯାଇ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଛନ୍ତି ଜିଲ୍ଲାପାଳଙ୍କ ସମେତ ବାଲିଗୁଡ଼ା ଉପଜିଲ୍ଲାପାଳ ଦୁଃଖ ବନ୍ଧୁ ନାୟକ, ବାଲିଗୁଡ଼ା ଏନ ଏସି କାର୍ଯ୍ୟ ନିର୍ବାହୀ ଅଧୁକାରୀ ସାମନ୍ତ ବିଶ୍ବମ୍ବର ମହାପାତ୍ର, ବାଲିଗୁଡ଼ା ବିଡ଼ିଓ ଶଶାଙ୍କ ପାତ୍ର ମୁନିସିପାଲିଟି ଯନ୍ତ୍ରୀ କେଦାର ନାଥ । ଚୌଧୁରୀ,କନିଷ୍ଠ ଯନ୍ତ୍ରୀ, ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.