ସାଉଦି ଆରବରେ ପ୍ରଥମ ଥର ହାଲୋଏନ ପାର୍ଟି

ମୁମ୍ଵାଇ ୦୨।୧୧: ସାଧାରଣତ ମୁସଲମାନ ଦେଶଗୁଡ଼ିକରେ ବହୁତ ନିୟମ କାନନୁନ୍‌। ଏମିତିରେ ମହିଳାଙ୍କ ଉପରେ ଅନେକ ପ୍ରତିବନ୍ଧକ ଥାଏ। ଏବେ ପୁରୁଷଙ୍କ ଉପରେ ବି ନିୟମ ଗଢାଯାଇଛି। କିନ୍ତୁ ଏହା ପ୍ରତ୍ୟେକ ଦେଶରେ ଆବଶ୍ୟକ ନୁହେଁ । ଅନେକ ମୁସଲମାନ ଦେଶ ଏହିପରି ରକ୍ଷଣଶୀଳ ଚିନ୍ତାଧାରାକୁ ଭାଙ୍ଗି ଆଗକୁ ବଢୁଛି। ହେଲେ ସେଥିମଧ୍ୟରୁ ଏକ ଦେଶ ହେଉଛି ସାଉଦି ଆରବ। ଏହାକୁ ବିଶ୍ଵରେ ଇସଲାମର କେନ୍ଦ୍ର କୁହାଯାଏ। ଏହା ଅନ୍ୟ ମୁସଲମାନ ଦେଶ ପରି କଟ୍ଟରପନ୍ଥୀ ନୁହେଁ । କିନ୍ତୁ ସୋମବାର ଠାରୁ ସୋସିଆଲ ମିଡିଆରେ ଏଭଳି କିଛି ଫଟୋ ସାମ୍ନାକୁ ଆସିଛି। ଯାହା ଅନ୍ୟ ମୁସଲମାନ ଦେଶମାନଙ୍କରେ ଏହାକୁ ନେଇ ହଙ୍ଗାମା ସୃଷ୍ଟି କରିଛି।

Leave A Reply

Your email address will not be published.