ମହାରାଷ୍ଟ୍ର ରାଇଗଡରେ ମର୍ମନ୍ତୁଦ ଦୁର୍ଘଟଣା; ଅଟୋ ଉପରେ ଓଲଟିଲା ଡମ୍ପର, ୪ ଜଣ ମୃତ

ମହାରାଷ୍ଟ୍ର ୦୮/୧୧: ମହାରାଷ୍ଟ୍ର ରାଇଗଡରେ ମର୍ମନ୍ତୁଦ ଦୁର୍ଘଟଣା । ଅଟୋ ରିକ୍ସା ଉପରେ ଓଲଟିଲା ବାଲି ବୋଝେଇ ଡମ୍ପର । ଏହି ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଛି । ୩ ଜଣ ଛାତ୍ର ସମେତ ଅଟୋ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ପରୀକ୍ଷା ଦେଇ ତିନିଜଣ ଛାତ୍ର ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମୃତକଙ୍କ ପରିବାରକୁ ୫ ଲକ୍ଷ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି ।

Leave A Reply

Your email address will not be published.