ଦାଦନ ଶ୍ରମିକ ଉଦ୍ଧାର, ବେଲପଡାରୁ ହାଇଦ୍ରାବାଦ ଯିବା ବେଳେ ଉଦ୍ଧାର

ବଲାଙ୍ଗୀର ୨୫/୧୧: ବଲାଙ୍ଗୀର ଟାଉନଥାନା ପୋଲିସ ଦ୍ୱାରା ଦାଦନ ଶ୍ରମିକ ଉଦ୍ଧାର । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୩୦ ଜଣ ମହିଳା-ପୁରୁଷ ଦାଦନ ଶ୍ରମିକ ୧୪ ଜଣ ଶିଶୁରହିଥିବା ସୂଚନା । ସମସ୍ତ ଶ୍ରମିକ ବେଳପଡା ବ୍ଲକର । ବଲାଙ୍ଗୀର ବେଲପଡାରୁ ହାଇଦ୍ରାବାଦ ଯିବା ବେଳେ ବଲାଙ୍ଗୀର ଟାଉନଥାନା ପାଖରେ ଉଦ୍ଧାର କଲା ପୋଲିସ । ବେଳପଡା ଟେଟକା ନାମକ ସର୍ଦାର ଶ୍ରମିକଙ୍କୁ ଚାଲାଣ କରୁଥିବା ସୂଚନା ।

Leave A Reply

Your email address will not be published.