ସାପ ପାଇଁ ନାକେଦମ୍‌ ହେଲେ ଏସ୍‌ସିବି କର୍ତ୍ତୃପକ୍ଷ

କଟକ : ସାପ ପାଇଁ ନାକେଦମ୍‌ ହେଲେ ଏସ୍‌ସିବି କର୍ତ୍ତୃପକ୍ଷ। ତଥାପି ସ୍ଥିତି ନିୟନ୍ତ୍ରଣକୁ ନ ଆସିବାରୁ ସ୍ନେକ୍‌ ହେଲ୍ପଲାଇନ୍‌ ସଦସ୍ୟ ଆସିଲେ। ବିଦ୍ୟୁତ୍‌ ବିଭାଗ ଓ ଏସି ମେକାନିକ୍‌ଙ୍କୁ ଡକାଯାଇ ଏସି ଖୋଲାଗଲା। ଘଣ୍ଟାଏ ଧରି ସାପ ପାଇଁ ଚାଲିଲା କସରତ୍‌। ହେଲେ, କିଛି ବାହାରିଲାନି। କିନ୍ତୁ ରୋଗୀ ଓ ସଂପର୍କୀୟଙ୍କ ଅଭିଯୋଗକୁ ଗୁରୁତ୍ବର ସହ ନେଇ ଏସ୍‌ସିବି କର୍ତ୍ତୃପକ୍ଷ ଖୋଳତାଡ କରିଥିଲେ।

Leave A Reply

Your email address will not be published.