ଓଡ଼ିଆ ସିନେମା ଜଗତକୁ ନୂଆ ଦିଶା ଦେଖାଇଛନ୍ତି ନିର୍ଦ୍ଦେଶକ ହିମାଂଶୁ ଖଟୁଆ, ପାଇଛନ୍ତି ଏକାଧିକ ଜାତୀୟ ଓ ରାଜ୍ୟସ୍ତରୀୟ ପୁରସ୍କାର

ଭଦ୍ରକ: ଓଡ଼ିଆ ସିନେମା ଜଗତକୁ ନୂଆ ଦିଶା ଦେଖାଇଛନ୍ତି ନିର୍ଦ୍ଦେଶକ ହିମାଂଶୁ ଖଟୁଆ । କଥାନ୍ତର ପାଇଁ ସେ ଶ୍ରେଷ୍ଠ ନିର୍ଦ୍ଦେଶକ ଓ କାହାଣୀକାର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ହିମାଂଶୁ ଖଟୁଆ ୧୯୬୫ ମସିହା ଡିସେମ୍ବର ୨୧ ତାରିଖରେ ଓଡ଼ିଶାର ଭଦ୍ରକ ଜିଲ୍ଲାସ୍ଥିତ ଖଟୁଆ ପାଟଣା ଗ୍ରାମରେ ଜନ୍ମନେଇଥିଲେ । ନିଜ ଗାଁରୁ ସେ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ ଓ ପରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ମାଧ୍ୟମିକ ଏବଂ କଲେଜ ପଢ଼ା ସମାପ୍ତ କରିଥିଲେ ।

Leave A Reply

Your email address will not be published.