କନ୍ଧମାଳ କଂଗ୍ରେସର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ….

ଟିକାବାଲି :-କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ଟିକାବାଲି ବ୍ଲକ କଂଗ୍ରେସ କମିଟି ସଭାପତି ଶ୍ରୀ ଗୋକୁଳ ପ୍ରଧାନ ଙ୍କ ନେତୃତ୍ୱ ରେ କାଲିଖେତ ସ୍କୁଲ ଠାରେ କଂଗ୍ରେସ ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା l ଏହି ମିଶ୍ରଣ ପର୍ବ ରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ଅନାମ ନାୟକ,ପ୍ରଦେଶ କଂଗ୍ରେସ କମିଟି ଉପ ସଭାପତି ଓଡିଶା ଶ୍ରୀ ନକୁଳ ନାୟକ,ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଘଠନ ଜିଲ୍ଲା ପ୍ରଭାରୀ କନ୍ଧମାଳ ବିସ୍ମୟ ମହାପାତ୍ର, ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ କନ୍ଧମାଳ ସଭାପତି ଶ୍ରୀ ପ୍ରତାପ କୁମାର ପ୍ରଧାନ, ଗଜପତି ଜିଲ୍ଲା ପ୍ରଭାରୀ ଶ୍ରୀ ଅମୀର ଚାନ୍ଦ ନାୟକ, ନଗର ସଭାପତି କନ୍ଧମାଳ ଶିବ ଶଙ୍କର ବେହେରା, ଜିଲ୍ଲା କଂଗ୍ରେସ କମିଟି ଉପ ସଭାପତି ସୁନୀଲ କୁମାର ଭୋଇ, ଅନୁସୂଚିତ ଜାତି ବିଭାଗ କନ୍ଧମାଳ ଅଧକ୍ଷ ଶ୍ରୀ ପ୍ରଫୁଲ୍ଲ ଦିଗାଲ,ଯୁବ କଂଗ୍ରେସ କର୍ମୀ ଚନ୍ଦନ ପଣ୍ଡା, ବରିଷ୍ଠ କଂଗ୍ରେସ କର୍ମୀ ପ୍ରଫୁଲ୍ଲ ଦାସ,ପୂର୍ବତନ କାର୍ଯ୍ୟକାରୀ ସଭାପତି ସନ୍ତୋଷ ପଟ୍ଟନାୟକ, ପୂର୍ବତନ ବିଧାୟକା ଅଜୟନ୍ତୀ ପ୍ରଧାନ, ବରିଷ୍ଠ କଂଗ୍ରେସ କର୍ମୀ ପଞ୍ଚାନନ ଦିଗାଲ, ଏବଂ ଟିକାବାଲି ବ୍ଲକ ର ୧୧ ଗୋଟି ପଞ୍ଚାୟତ ସଭାପତି ଉପସ୍ଥିତ ରହି ଆଜିର କାର୍ଯ୍ୟକ୍ରମ କୁ ନେତୃତ୍ୱ ନେଇ ଥିଲେ l

Leave A Reply

Your email address will not be published.