ମାଗଣା ବସ୍‌ ସେବା ଆରମ୍ଭ: ପୁରୀ, ଭୁବନେଶ୍ୱର ଏବଂ କଟକରୁ କୋଲକାତାକୁ ଗଡ଼ିଲା ୫୯ଟି ବସ୍

ଭୁବନେଶ୍ବର/କଟକ: ବାଲେଶ୍ବର ଜିଲ୍ଲାର ବାହାନଗା ରେଳ ଦୁର୍ଘଟଣା ପରେ କୋଲକାତାକୁ ରେଳଯାତ୍ରା ପ୍ରଭାବିତ ହେବା ପରେ ରାଜ୍ୟ ସରକାର ପୁରୀ, ଭୁବନେଶ୍ବର ଓ କଟକରୁ ଦୈନିକ ମାଗଣା ବସ୍‌ ସେବା ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତି ସାଢେ ୧୧ଟା ସୁଦ୍ଧା ପୁରୀରୁ ୨୦ଟି ବସ୍, ଭୁବନେଶ୍ୱରରୁ ୨୩ ଏବଂ କଟକରୁ ୧୬ ଏପରି ମୋଟ୍ ୫୯ଟି ବସ୍ ମାଗଣା ସେବା ଭାବରେ କୋଲକାତା ଅଭିମୁଖେ ଯାତ୍ରା କରିଛି। ଏଥିମଧ୍ୟରେ ରାଜ୍ୟ ସରକାରୀ ଓଏସଆରଟିସି ବସ୍ ମଧ୍ୟ ଅନ୍ତର୍ଭୁକ୍ତ ଥିବା ଜଣାଯାଇଛି।

Leave A Reply

Your email address will not be published.