ଅଶୁଭ ସୋମବାର .. କାଉଡିଆଙ୍କ ଉପରେ ମାଡିଗଲା କାର୍

ଭଞ୍ଜନଗର: ଅଶୁଭ ସୋମବାର । କାଉଡିଆଙ୍କ ଉପରେ ମାଡିଗଲା କାର୍ । ଦୁର୍ଘଟଣାରେ ଦୁଇ ଜଣ କାଉଡିଆଙ୍କର ମୃତ୍ୟୁ ହୋଇଛି । ଆଉ ୧୦ରୁ ଅଧିକ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଭେଜିପୁଟ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଆହତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଆସିକାରୁ ଅରଖପୁର ଜଳଲାଗି ପାଇଁ ଯାଉଥିବାବେଳେ ଭେଜିପୁଟ ନିକଟରେ ସେମାନଂକ ଉପରେ ଏକ କାର ମାଡି ଯାଇଥିଲା।

Leave A Reply

Your email address will not be published.