ଅଇଁଠାପାଲି: ଘର ଭିତରୁ ମା’ପୁଅଙ୍କ ଝୁଲନ୍ତା ମୃତଦେହ ଠାବ । ଅଇଁଠାପାଲି ଥାନା ଟାଙ୍ଗପାଲିରେ ମା’ ପୁଅଙ୍କ ଆତ୍ମହତ୍ୟା । ଘରେ କେହି ନଥିବା ବେଳେ ଆତ୍ମହତ୍ୟା କରିତିବା ସୂଚନା । ତେବେ କେଉଁ କାରଣ ପାଇଁ ଏଭଳି ପଦକ୍ଷେପ ନେଲେ କାରଣ ଅସ୍ପଷ୍ଟ ।
ଘଟଣାସ୍ଥଳରେ ଅଇଁଠାପାଲି ଥାନା ପୋଲିସର ତଦନ୍ତ ଜାରି ।

Next Post
Recover your password.
A password will be e-mailed to you.