କନ୍ଦରସିଂହା ଗ୍ରାମରେ ହାତୀ ଆତଙ୍କ : ପାଚେରୀ ଭାଙ୍ଗିଲେ ୩୦ ବଣୁଆ ହାତୀ ପଲ

ଢେଙ୍କାନାଳ : ଢେଙ୍କାନାଳ କନ୍ଦରସିଂହା ଗ୍ରାମରେ ହାତୀ ଆତଙ୍କ । ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ତିରିଶି ଟିକିଆ ବଣୁଆ ହାତୀ ପଲ ୭ ଫୁଟ ଲମ୍ବର ପାଚେରୀ ଭାଙ୍ଗି ଦେଇଛନ୍ତି ।

gpkandhamal

ବ୍ରାହ୍ମଣୀ ନଦୀ ବଢିଥିବା ଯୋଗୁଁ ହାତୀ ପଲ ନଆସୁଥିବା ବେଳେ ଦୁଇ ଦିନ ହେବ ନଦୀ ପାଣି କମିଥିବା ଯୋଗୁଁ ହିନ୍ଦୋଳ ବନ୍ୟ ଅଞ୍ଚଳରୁ ଏହି ହାତୀ ପଲ ଆସିଛନ୍ତି । ହାତୀ ପଲ ଆସି ଭଙ୍ଗାରୁଜା କରୁଥିବାରୁ ଲୋକେ ଆତଙ୍କିତ ହୋଇଛନ୍ତି ।

Umasankar Adv
Leave A Reply

Your email address will not be published.