ଅଜଗର ପେଟରୁ ବାହାରିଲା ଛେଳି 

ସୁବର୍ଣ୍ଣପୁର ଜିଲ୍ଲା: ଅଜଗର ପେଟରୁ ବାହାରିଲା ଛେଳି । ଛେଳିକୁ ଗିଳିଥିଲା ଅଜଗର ସାପ । ଛେଳି ଚରିବାକୁ ଯାଇଥିବା ବେଳେ ବିଶାଳ ଅଜଗର ଭିଡି ନେଇଥିଲା । ସୁବର୍ଣ୍ଣପୁର ଜିଲ୍ଲା କୁଡାପଡାରେ ଏଭଳି ଘଟଣା ଘଟିଛି । ଗତକାଲି ଅପରହ୍ନରେ ସ୍ଥାନୀୟ କଳାପଥର ଗାଁର ଛେଳି ଚରାଳି ସଦାନନ କର୍ଣ୍ଣ ଛେଳି ଚରାଇବାକୁ ବନକୁ ଯାଇଥିଲେ । ଛେଳିଟି ବୁଦା ନିକଟରେ ଚରୁଥିବା ବେଳେ ଅଜଗର ତାକୁ ଭିଡି ନେଇଥିଲା । ପରେ ଲୋକେ ପହଞ୍ଚି ବନ

gpkandhamal

ପରେ ସାପ ଗିଳିଥିବା ଛେଳିକୁ ବାହାର କରାଯାଇଥିଲା । ବନ ବିଭାଗ କର୍ମଚାରୀ ଅଜଗରକୁ ନିକଟସ୍ଥ ସୁନାପାଲି ଜଙ୍ଗଲରେ ଛାଡିଦେଇଛନ୍ତି ।

Umasankar Adv
Leave A Reply

Your email address will not be published.