୪୧ ଲକ୍ଷ ଟଙ୍କାର ଜାଲିନୋଟ୍ ଜବତ କଲା ଏସଟିଏଫ୍, ଜଣଙ୍କୁ ବାନ୍ଧିଲା

ଭୁବନେଶ୍ବର: ଏସଟିଏଫ ଜାଲରେ ଜାଲ ନୋଟ୍ ରାକେଟ୍। ସୋନପୁରରୁ ୪୧ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ କରିଛି ଏସଟିଏଫ। ଏହି ମାମଲାରେ ଜଣଙ୍କୁ ଗିରଫ କରିଛି ଏସଟିଏଫ। ଗିରଫ ଅଭିଯୁକ୍ତଙ୍କ ନାଁ ଦୀପକ ମେହର ଓ ସେ ସୋନପୁର ଜିଲ୍ଲା ଉଲ୍ଲୁଣ୍ଡା ଥାନା ମାଟିଖାଇ ନୂଆବସ୍ତିର  ବାସିନ୍ଦା ବୋଲି ଜଣାପଡ଼ିଛି। ଗିରଫ ପରେ ଅଭିଯୁକ୍ତକୁ ବୀରମହାରାଜପୁର ଏସଡିଜେଏମ କୋର୍ଟରେ ହାଜର କରାଯାଇଛି। ତେବେ ଘଟଣାସ୍ଥଳରୁ ଜାଲ ନୋଟ ପ୍ରସ୍ତୁତ ସଂରଜାମ ମଧ୍ୟ ଜବତ କରାଯାଇଛି। ରାଜ୍ୟବାହାରକୁ ଜାଲ ନୋଟ ରାକେଟ ଚେର ଲମ୍ବିଥିବା ସହେନ୍ଦ କରାଯାଉଛି। ଛତିଶଗଡ଼କୁ ନୋଟଗୁଡ଼ିକ ଚାଲାଣ ହେଉଥିବା ମଧ୍ୟ ସହେନ୍ଦ କରାଯାଉଛି।

gpkandhamal

ତେବେ ଜବତ ନୋଟଡ଼ିକ ଯାଞ୍ଚ ପାଇଁ ପଶ୍ଚିମବଙ୍ଗ ରିଜର୍ଭ ବ୍ୟାଙ୍କ ମୁଦ୍ରଣ ପ୍ରେସକୁ ପଠାଯାଇଛି।

Umasankar Adv
Leave A Reply

Your email address will not be published.