କନ୍ଧମାଳ ଜିଲ୍ଲା ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳ ତରଫରୁ ଆଜି ଓଡିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜନ

କନ୍ଧମାଳ : କନ୍ଧମାଳ ଜିଲ୍ଲା ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳ ତରଫରୁ ଆଜି ଓଡିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର ଗୁମାଗଡ଼ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ଡଃ ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଧଘାଟନ କରିଥିଲେ ଓ ସଂମାନିତ ଅଥିତି ଭାବେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅଙ୍ଗଦ କଂହର ମୋହଦୟ, କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବିଜୟ ନାୟକ ମୋହଦୟ, ଓଡିଶା ମୋ ପରିବାର ଜୀବନ ବିନ୍ଦୁ ସଂଯଜକ ଶ୍ରୀ ଦେବେନ୍ଦ୍ର କୁମାର ସାମଲ, ଫୁଲବାଣୀ ବ୍ଲକ ଅଧ୍ୟକ୍ଷ୍ୟ ଶ୍ରୀମତୀ ସସ୍ମିତା କଂହର ମୋହଦୟା, ଯୁବ ସଭାପତି ଶ୍ରୀ ବିଷ୍ଣୁ ଚରଣ ମଲ୍ଲିକ, ଛାତ୍ର ସଭାପତି ଶ୍ରୀ ସୁନିଲ ସେଠୀ, ମହିଳା ସୋଭାପତି ଶ୍ରୀମତୀ ପୁନମ କଂହର,ଫୁଲବାଣୀ ବ୍ଲକ ସାଂସଦ ପ୍ରତିନିଧି ଶ୍ରୀ ମାନସ ରଞ୍ଜନ ବିଶ୍ୱାଳ, ବିଧାୟକ ପ୍ରତିନିଧି ଶ୍ରୀ ନିଲାମ୍ବର କଂହର, ବ୍ଲକ ସଭାପତି ଶ୍ରୀ ବାଳକୃଷ୍ଣ ସାହୁ, ବ୍ଲକ ଯୁବ ସଭାପତି ଶ୍ରୀ ବଳଦେବ କଂହର, ବ୍ଲକ ଛାତ୍ର ସଭାପତି ଶ୍ରୀ ସୁରଜୀତ ମଲ୍ଲିକ,ସରପଞ୍ଚ ଶ୍ରୀ ପ୍ରତାପ କଂହର ଜିଲ୍ଲା ଉପ ସଭାପତି ଶ୍ରୀ ପ୍ରବୀନ ବେହେରା, ବାବୁଲା ବେହେରା,ଜଳନ୍ଧର ବେହେରା ସମେତ ବହୁ ଛାତ୍ର ଛାତ୍ରୀ ଉପସ୍ଥିତ ରହି ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ । 

Leave A Reply

Your email address will not be published.