ଅନନ୍ତନାଗ ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଆତଙ୍କବାଦୀ ସଂଗଠନ

କାଶ୍ମୀର : କାଶ୍ମୀରରେ ସକ୍ରିୟ ହୋଇଛି ନୂଆ ଆତଙ୍କବାଦୀ ସଂଗଠନ ଟିଆରଏଫ୍ । ଏହି ସଂଗଠନ ଲସ୍କରର ସ୍ଥାନ ନେବା ପାଇଁ ପାକ୍ ସେନା ଓ ଆଇଏସ୍ଆଇ ଠାରୁ ସମସ୍ତ ସହାୟତା ହାସଲ କରୁଛି । ଜମ୍ମୁ କାଶ୍ମୀର ଅନନ୍ତନାଗରେ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଟିଆରଏଫ୍ ।

gpkandhamal

ଜମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟା ଦେଉଥିବା ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରର ଭାଗ୍ୟ ବଦଳିଛି । ସୁରକ୍ଷା ବାହିନୀର ସ୍ୱତନ୍ତ୍ର ଅପରେସନରେ ହିଜବୁଲ ଓ ଲସ୍କର-ଏ-ତୋଏବା ଆତଙ୍କବାଦୀ ସଂଗଠନର ସଦସ୍ୟମାନେ ଅଧିକାଂଶ ଅଞ୍ଚଳରୁ ମୂଳପୋଛ ହୋଇଛନ୍ତି । ଏବେ ସାମ୍ନାକୁ ଆସିଛି ନୂଆ ଆତଙ୍କବାଦୀ ସଂଗଠନ ଟିଆରଏଫ୍ ।

Umasankar Adv
Leave A Reply

Your email address will not be published.