ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ: ମୃତ୍ୟୁସଂଖ୍ୟା ବଢୁଥିବାରୁ ଆଇସ୍‌କ୍ରିମ୍‌ ଟ୍ରକ୍‌ରେ ଶବ ରଖୁଛି ଗାଜା

ଗାଜା: ଶ୍ମଶାନରେ ସ୍ଥାନ ଅଭାବ ଓ ଡାକ୍ତରଖାନା ନେବା ଖୁବ୍‌ ବିପଜ୍ଜନକ ହେଉଥିବାରୁ ଇସ୍ରାଏଲ୍‌ ବିମାନ ଆକ୍ରମଣରେ ନିହତ ପାଲେଷ୍ଟିନୀୟମାନଙ୍କ ଶବଗୁଡ଼ିକୁ ହମାସ୍‌ ପରିଚାଳିତ ଗାଜା ଷ୍ଟ୍ରିପ୍‌ର ସ୍ବାସ୍ଥ୍ୟ ଅଧିକାରୀମାନେ ଆଇସ୍‌କ୍ରିମ୍‌ ଫ୍ରିଜର୍‌ରେ ରଖୁଛନ୍ତି।

gpkandhamal

ଦଶନ୍ଧି ଦଶନ୍ଧି ଧରି ଇସ୍ରାଏଲ୍‌ ଉପରେ ମାରାତ୍ମକ ଆକ୍ରମଣ କରିଆସୁଥିବା ପ‌ାଲେଷ୍ଟିନୀୟ ଆତଙ୍କବାଦୀ ଗୋଷ୍ଠୀ ହମାସ୍‌ ଉପରେ ପ୍ରତିଶୋଧ ନେବା ଲାଗି ସମ୍ପ୍ରତି ଇସ୍ରାଏଲ୍‌ ଗାଜା ଷ୍ଟ୍ରିପ୍‌ ଉପରେ ଭୟଙ୍କର ବୋମାବର୍ଷଣ କରୁଛି।

Umasankar Adv

ଦେଇର୍‌ ଅଲ୍‌-ବାଲାହ୍‌ସ୍ଥିତ ‘ଶୁହାଦା ଅଲ୍‌-ହସ୍ପିଟାଲ୍‌’ର ଡାକ୍ତର ୟାସେର୍‌ ଅଲି କହିଛନ୍ତି, ଡାକ୍ତରଖାନାର ଶବାଗାରରେ ମାତ୍ର ୧୦ଟି ଶବ ରହିପାରିବ। ତେଣୁ, ବିପୁଳସଂଖ୍ୟକ ସହିଦମାନଙ୍କ ଶବ ରଖିବା ପାଇଁ ଆମେ ଆଇସ୍‌କ୍ରିମ୍‌ କାରଖାନାମାନଙ୍କରୁ ‘ଆଇସ୍‌କ୍ରିମ୍‌ ଫ୍ରିଜର୍‌’ ଆଣିଛୁ।

Leave A Reply

Your email address will not be published.