ବୋନସ୍‌‌ ନେଇ ଆସୁଥିବା ବେଳେ ଯୁବକଙ୍କୁ ଗୁଳିମାଡ

କୋଇଡା : ଲୁଟ୍‌‌ ଉଦେଶ୍ୟରେ ଜଣେ ଯୁବକଙ୍କୁ ବୁଧବାର ଗୁଳିମାଡ ହୋଇଥିବା ଖବର ମିଳିଛି। ଯୁବକ ଜଣଙ୍କ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏଭଳି ଘଟଣା ସୁନ୍ଦରଗଡ କେ.ବଲାଙ୍ଗ ପାଟା ସାହି ରେଲୱେ ସାଇଡିଂରେ ଘଟିଛି। ଶ୍ରମିକଙ୍କ ପାଇଁ ବୋନସ୍‌‌ ନେଇ ଆସୁଥିବା ବେଳେ ଗୁଳିମାଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ବାଇକରେ ଆସି ୨ ଦୁର୍ବୃତ୍ତ ଗୁଳିମାଡ କରି ଫେରାର ହୋଇଯାଇଛନ୍ତି।

gpkandhamal

ସୌଭାଗ୍ୟବଶତଃ ଯୁବକଙ୍କୁ ଗୁଳି ବାଜିନି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି।

Umasankar Adv
Leave A Reply

Your email address will not be published.