ପୂଜା ମଣ୍ଡପ ବୁଲିବାକୁ ଯାଉଥିଲେ ସାବଧାନ! ରାଜଧାନୀରେ ଲୁଟେରାଙ୍କ ଭୟ । ବମିଖାଲରୁ ୮ ଚେନ ଲୁଟେରା ଗିରଫ ।

ବମିଖାଲ: ପୂଜା ବେଳେ ଲୁଟେରାଙ୍କା ଭୟ । ବମିଖାଲ ମଣ୍ଡପରେ ମହିଳାଙ୍କ ବେକରୁ ଚେନ୍ ଲୁଟ ଘଟଣାରେ ୮ରୁ ଅଧିକ ଅଟକ । ଏମାନଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି ପୋଲିସ୍ । ଏମାନେ ସମସ୍ତେ ରାଜ୍ୟ ବାହାରର ହୋଇଥିବା ଜଣାପଡ଼ିଛି । କାହିଁକି ମଣ୍ଡପରେ ଏମାନେ ଗହଳି କରୁଥିଲେ, ତାକୁ ନେଇ ତଦନ୍ତ କରୁଛି ପୋଲିସ୍ ।

Leave A Reply

Your email address will not be published.