ଦିନକ ପରେ ଶୀତ ସମ୍ଭାବନା

ଭୁବନେଶ୍ୱର : ଦିନକ ପରେ ଶୀତ ସମ୍ଭାବନା। ପାରଦ ତଳମୁହାଁ ହେବ। ୨୪ ଘଣ୍ଟାରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ମାତ୍ର ପରବର୍ତ୍ତୀ ସମୟରେ ପାରଦ ୩ ରୁ ୪ ଡିଗ୍ରୀ ଖସିବା ନେଇ ସମ୍ଭାବନା ରହିଛି। ଏନେଇ ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.