ଗର୍ଭବତୀ ମହିଳାଙ୍କୁ ହତ୍ୟା!

ଭଦ୍ରକ : ଗର୍ଭବତୀ ମହିଳାଙ୍କ ମୃତଦେହ ଠାବ ହୋଇଛି। ପାରିପାଶ୍ୱିର୍କ ସ୍ଥିତିରୁ ମହିଳାଙ୍କୁ କେହି ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି। ଏଭଳି ଅଭାବନୀୟ ଘଟଣା ଭଣ୍ଡାରିପୋଖରି ଥାନା ନପଙ୍ଗ ପଞ୍ଚାୟତ କବିସାହି ନିକଟରେ ଘଟିଛି। ମୃତ ମହିଳାଙ୍କ ଘର ନପଙ୍ଗରେ ହୋଇଥିବା ବେଳେ ସେହି ଗାଁରେ ସେ ପ୍ରେମ ବିବାହ କରି ରହୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Leave A Reply

Your email address will not be published.