ଚମତ୍କାର ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚମତ୍କାର ପ୍ରଦର୍ଶନ ଓ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଦଳକୁ ଶୁଭେଚ୍ଛା ଓ  ଅଭିନନ୍ଦନ ଜଣାଇଛନ୍ତି ।

gpkandhamal

ସାମଜିକ ଗଣ ମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ‘ ଆମର କ୍ରିକେଟ୍ ଦଳ ପୁଣି ଥରେ ବିଜୟୀ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚମତ୍କାର ପ୍ରଦର୍ଶନ ପାଇଁ ଦଳକୁ ଅଭିନନ୍ଦନ। ଏହା ହେଉଛି ଏକ ଉତ୍ତମ ଦଳଗତ କାର୍ଯ୍ୟ। ଆଜି ଏକ ସୁନ୍ଦର ଇନିଂସ ଖେଳିଥିବା ବିରାଟ କୋହଲିଙ୍କୁ ସେମାନେ ଏକ ମହାନ ଜନ୍ମଦିନ ଉପହାର ମଧ୍ୟ ଦେଇଛନ୍ତି।’

Umasankar Adv
Leave A Reply

Your email address will not be published.