ଦୁବାଇ ଏୟାର ଶୋରେ ଶକ୍ତି ପ୍ରଦର୍ଶନ କରିବ ଯୁଦ୍ଧ ବିମାନ ତେଜସ୍‌‌ ଓ ଧ୍ରୁବ ହେଲିକପ୍ଟର

ଡେସ୍କ: ନଭେମ୍ବର ୧୩ରୁ ୧୭ ଯାଏ ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ଏୟାର ଶୋରେ ଭାରତୀୟ ବାୟୁସେନା ଶକ୍ତି ପ୍ରଦର୍ଶନ କରିବ। ଏଥିପାଇଁ ଭାରତୀୟ ଟିମ୍‌‌ ଅଲ୍‌‌ ମକତୁମ ଅନ୍ତର୍ଜାତୀୟ ଏୟାରପୋର୍ଟରେ ପହଂଚି ସାରିଥିବା ସୂଚନା ମିଳିଛି। ନଭେମ୍ବର ୧୩ରେ ହେବାକୁ ଥିବା ଉଦଘାଟନୀ ସମାରୋହରେ ପ୍ରଥମେ ଭାରତୀୟ ଟିମ୍‌‌ ପ୍ରଦର୍ଶନ କରିବ ଓ ପରେ ଦୁନିଆର ଅନ୍ୟ ବାୟୁସେନା ଟିମ୍‌‌ ନିଜର ପ୍ରଦର୍ଶନୀ କରିବେ।

Leave A Reply

Your email address will not be published.