୧୫୦ କୋଟିରେ ଅଯୋଧ୍ୟାରେ ନିର୍ମାଣ ହେବ ବୃହତ ଜଳ ଫୁଆରା

ଡେସ୍କ: ଅଯୋଧ୍ୟାରେ ୧୫୦ କୋଟିରେ ନିର୍ମାଣ ହେବ ବୃହତ ଜଳ ଫୁଆରା। ଏଥିପାଇଁ କାର୍ଯ୍ୟାଦେଶ ଜାରି ହୋଇଛି। ଏହି ବୃହତ ଜଳ ଫୁଆରାରେ ଜଳ, ଆଲୋକ ଓ ଶବ୍ଦ ମନୋରମ ମିଶ୍ରଣ ପର୍ଯ୍ୟଟକଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବନା ବୃଦ୍ଧି କରିବ ବୋଲି କୁହାଯାଇଛି। ଏହାର ବାସ୍ତୁଶାସ୍ତ୍ର ଭାରତର ପ୍ରତିଷ୍ଠିତ ଜାତୀୟ ପୁଷ୍ପ ପଦ୍ମଫୁଲ ଆକାରରେ ହେବ ଯାହା ଭାରତୀୟ ସଂସ୍କୃତିର ୭ଟି ପ୍ରତିଷ୍ଠିତ ପବିତ୍ର ନଦୀ ରୂପେ ଫୁଲର ସାତଟି ପାଖୁଡା ଉପରେ ଆଧାରିତ ହେବ।

Leave A Reply

Your email address will not be published.