ଟେଣ୍ଟ ହାଉସରେ ଅଗ୍ନିକାଣ୍ଡ, ବାଣ ପଡ଼ି ନିଆଁ ଲାଗିଥିବା ସନ୍ଦେହ

ବାରିପଦା: କାଳୀ ମନ୍ଦିର ସାହିରେ ଏକ ଟେଣ୍ଟ ହାଉସରେ ଅଗ୍ନିକାଣ୍ଡ ଘଟିଛି। ଟେଣ୍ଟ ହାଉସର ଗୋଦାମରେ ଭୀଷଣ ନିଆଁ ଲାଗିଥିବା ଜଣାପଡ଼ିଛି। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁଲିଭା କାର୍ଯ୍ୟ ଜାରି ରଖିଛନ୍ତି। ନିଆଁଲିଭା କାର୍ଯ୍ୟରେ ୨ ଟି ଅଗ୍ନିଶମ ବାହିନୀ ନିୟୋଜିତ। ଗୋଦାମରେ ବାଣ ପଡ଼ି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

Leave A Reply

Your email address will not be published.