ଗଂଜେଇ ସହ ବାଇକ ଜବତ, ୨ ଗିରଫ

କଣ୍ଟାମାଳ : ବୌଦ୍ଧ ଜିଲ୍ଲା ପୋଲିସ ମୁରଶୁଣ୍ଡି ଗାଁ ରାସ୍ତା ନିକଟରେ ୬ କେଜି ଗଂଜେଇ ସହ ଏକ ବାଇକ ଜବତ କରିଛି ପୋଲିସ l ଗଂଜେଇ ଚାଲାଣ ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି ସଦର ଥାନା ପୋଲିସ l ଗିରଫ ଅଭିଯୁକ୍ତମାନେ ଅନୁଗୁଳ ଜିଲ୍ଲା ଆଠ ମଲ୍ଲିକ ଅଂଚଳର ବୋଲି ପୋଲିସ ସୂଚନା ଦେଇଛି l ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଳାଣ କରାଯାଇଛି l

057 code kasam
Leave A Reply

Your email address will not be published.