ଲମତାପୁଟ : ଭିଜଲାନ୍ସ ପଞ୍ଝାରେ ଲମତାପୁଟ ବ୍ଲକ ଯେଇ ଶୁଚିସ୍ମିତା ପରିଝା l ଲମତାପୁଟ ବ୍ଲକ ଉମ୍ବେଲ ପଞ୍ଚାୟତରେ ମନେରେଗା କାର୍ଯ୍ୟରେ ଘାଟ କଟିଂ ବାବଦକୁ ନେଉଥିଲେ ଲାଞ୍ଚ l ଲେବର ବିଲ କରିଦେବା ପାଇଁ ମାଷ୍ଟର ରୁଲରେ ହସ୍ଥାକ୍ଷର କରିବା ପାଇଁ ୮ ହଜାର ଲାଞ୍ଚ ଦାବି କରିଥିଲେ l ପୂର୍ବ ପ୍ରସ୍ତୁତି ଅନୁଯାଇ ଭିଜିଲାନ୍ସ ଲୁଚି ବସିଥିବା ବେଳେ ଲାଞ୍ଚ ନେବା ବେଳେ ଜୟପୁର ବିଜାଲାନ୍ସ ମାଡି ବସିଥିଲା । ଜୟପୁର ଭିଜାଲାନ୍ସର ୩ ଡି.ଏସ.ପି ଏବଂ ଦୁଇଜଣ ଇନ୍ସପେକ୍ଟର ମିଳିତ ଚଢାଉ କରି ସମ୍ପୃକ୍ତ ଜେଇଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛନ୍ତି l ଏଥିସହ ଉକ୍ତ ଜେଇଙ୍କ ସେମିଲିଗୁଡା, ଭୁବନେଶ୍ୱର ସ୍ଥିତ ଘରକୁ ମଧ୍ୟ ଏକକାଳୀନ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି l