ରାତିରେ ଶୋଇଥିବାବେଳେ କାମୁଡିଲା ସାପ, ସ୍ବାମୀ-ସ୍ତ୍ରୀ ମୃତ

କେନ୍ଦୁଝର:  ସାପ କାମୁଡାରେ ସ୍ବାମୀ-ସ୍ତ୍ରୀ ମୃତ। କେନ୍ଦୁଝର ସୀମାନ୍ତ ଝାଡଖଣ୍ଡ ବାୟାହାତୁ ଗାଁରେ ଏପରି ଅଘଟଣ ଘଟିଛି । ମୃତକ ହେଲେ ନନି ଜରାଇ ଓ କବିତା ଜରାଇ । ଗତକାଲି ରାତିରେ ଶୋଇଥିବାବେଳେ ସାପ କାମୁଡିଥିଲା । ଉଭୟଙ୍କୁ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.