ଏୟାରଟେଲ୍‌ର ବଡ ଘୋଷଣା

ଚାଲୁଥିବା ମହାମାରୀ ସମୟରେ ଲୋମାନଙ୍କ ମଧ୍ୟରେ ଯେଅଗାଯୋଗ ବଜାୟ ରଖିବାକୁ ସାହାଯ୍ୟ କରିବା ପାଇଁ ଭାରତି ଏୟାରଟେଲ ଏହାର ନେଟୱାର୍କରେ ସ୍ୱଳ୍ପ ଆୟ କରୁଥିବା ଗ୍ରାହକଙ୍କ ପାଇଁ ବିଶେଷ ସୁବିଧା ଘୋଷଣା କରିଛି ।  ଏୟାରଟେଲ୍ ଏହାର ଗ୍ରହକ ମାନଙ୍କୁ ଗୋଟିଏ ଥର ପାଇଁ ୪୯ ବିଷିଷ୍ଟ ପ୍ୟାକ୍ ରେ ଉପଲବ୍ଧ ସୁବିଧାକୁ ଏହାର ୫,୫୦,୦୦,୦୦୦ କୋଟି ନିମ୍ନ ଆୟକାରୀ ବର୍ଗର ଲୋକଙ୍କୁ ମାଗଣାରେ ପ୍ରଦାନ କରିବ । ଏହି ପ୍ୟାକ୍ ମାଧ୍ୟମରେ ଗ୍ରାହକ ମାନେ ୧୦୦ ଏମବି ଡାଟା ସହିତ ୩୮ ଟଙ୍କାର ଟକ୍ ଟାଇମ୍ ବାଲାନ୍ସ ପ୍ରଦାନ କରିବା ଯାହାର ସମୟକାଳ ୨୮ ଦିନ ରହିବ । ଏହି ସୁବିଧା ମାଧ୍ୟମରେ ଏୟାରଟେଲ ଏହାର ୫.୫ କୋଟିରୁ ଅଧିକ ଗ୍ରାହକଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଗ୍ରାମାଞ୍ଚଳରେ, ସଂଯୁକ୍ତ ରହିବାକୁ ଏବଂ ଆବଶ୍ୟକ ସମୟରେ ଗୁରୁତ୍ୱପୁର୍ଣ୍ଣ ସୂଚନା ପାଇବାକୁ ସକ୍ଷମ ହେବେ । 

Leave A Reply

Your email address will not be published.